୨୦ ବର୍ଷ ହେଲା ଜରିପାଲ ତଳେ ଜୀବନ

ରାସନ କାର୍ଡ କି ଭତ୍ତା ନାହିଁ,ଦୁର୍ଦ୍ଦିନରେ କର୍କଟ ଆକ୍ରାନ୍ତ ଶଙ୍କର କଟକ: ଭୋଟ ବେଳକୁ ନେତାମାନେ ଟଙ୍କା ଦେଇ ଭୋଟ କିଣିନେଉଛନ୍ତି। ହେଲେ ଭତ୍ତା କି ରାସନକାର୍ଡ ସୁବିଧା ହିତାଧିକାରୀଙ୍କୁ ମିଳିପାରୁନି। ଏଭଳି ଦୁର୍ଦ୍ଦିନ ଭିତରେ ଜୀବନ କାଟୁଛନ୍ତି ମହାନଦୀବିହାର ନିକଟସ୍ଥ ଗାନ୍ଧୀପଲ୍ଲୀ ପାଖରେ ରହୁଥିବା ଶଙ୍କର ଚମ୍ପିଆନଙ୍କ ପରିବାର। ପରିବାର କହିଲେ ଶଙ୍କରଙ୍କ ମା’ ଜାନକୀ ଓ ସ୍ତ୍ରୀ ସାବିତ୍ରୀ ଜେନା। ଘର ନଥିବାରୁ ୨୦ ବର୍ଷରୁ ଅଧିକ … Continue reading ୨୦ ବର୍ଷ ହେଲା ଜରିପାଲ ତଳେ ଜୀବନ